ସ୍ବାଧୀନତା ଦିବସରେ ‘ଆଦିପୁରୁଷ’ ବନାମ ‘ରକ୍ଷାବନ୍ଧନ’

ମୁମ୍ବାଇ : ଏବେଠାରୁ ତାରିଖ ନିର୍ଦ୍ଧାରିତ ହେଇସାରିଲାଣି। ଅବଶ୍ୟ ବଲିଉଡ୍‌ରେ ଏହା କିଛି ନୂଆ ଟ୍ରେଣ୍ଡ ନୁହେଁ। କୌଣସି ନୂଆ ସିନେମା ରିଲିଜ୍‌ କରିବାର ବହୁ ପୂର୍ବରୁ ଏଥିପାଇଁ ଶୃଙ୍ଖଳାଗତ ଭାବେ ଆବେଦନ କରିବାକୁ ହୁଏ। ସେହିକ୍ରମରେ ଆଗାମୀ ୨୦୨୨ ମସିହା ସ୍ବାଧୀନତା ଦିବସ ଅବସରରେ ‘ଆଦିପୁରୁଷ’ ଓ ‘ରକ୍ଷାବନ୍ଧନ’ ଦୁଇ ଚଳଚ୍ଚିତ୍ରକୁ ମୁକ୍ତିଲାଭ ପାଇଁ ସ୍ବୀକୃତି ମିଳିଯାଇଛି। ‘ଆଦିପୁରୁଷ’ରେ ବାହୁବଳୀ ଫେମ୍ ଆକ୍ଟର ପ୍ରଭାସ ମୁଖ୍ୟ ଚରିତ୍ରରେ ଥିବାବେଳେ … Continue reading ସ୍ବାଧୀନତା ଦିବସରେ ‘ଆଦିପୁରୁଷ’ ବନାମ ‘ରକ୍ଷାବନ୍ଧନ’